ଗ୍ରୀନ ଚିଲିରେ ଡଷ୍ଟବିନ ନଥିବାରୁ କାଗଜ ଓ ଅନ୍ୟ ଜିନିଷ ଗୁଡ଼ିକ ବାହାରେ ପଡ଼ୁଥିଲା। ଏଥିଯୋଗୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିଲା। ଏଥିପାଇଁ ଦୋକାନ ପାଖରେ ଡଷ୍ଟବିନ୍ ତିଆରି କରିବା ପାଇଁ ବିମିଏମସି ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ଖାଦ୍ୟ ପ୍ରସ୍ତୁତ ବେଳେ ସଫା ସୁତରା ସହକାରେ କରିବାକୁ ବିଏମସି ପକ୍ଷରୁ କୁହାଯାଇଥିଲା।