
ବ୍ରହ୍ମପୁର, ୧୬/୦୮/୨୦୨୨ – ବ୍ରହ୍ମପୁର ଇଂଜିନିୟରିଂ ସ୍କୁଲ ପଣ୍ଡା କଲୋନୀ ଶାସ୍ତ୍ରୀ ପାଠାଗାରର ନୂତନ ସଭାପତି ଭାବେ ପଞ୍ଚାନନ ତାରିଣୀ ଓ ଉପ ସଭାପତି ରାଜ ନାୟକଙ୍କୁ ମନୋନୀତ କରାଯାଇଥିବା ବେଳେ ପ୍ରଜ୍ଞା ଦାଶଙ୍କୁ ସେକ୍ରେଟାରୀ ଭାବେ ଚୟନ କରାଯାଇଛି l
ଏହି ଆଲୋଚନା ଚକ୍ରରେ ବିଜେଡି ନେତା ଉମା ନାୟକ, 39 ୱାର୍ଡର କୋପର୍ଟରେ ମଳୟ ବିଷୋୟୀ, କାଳିଆ ପାତ୍ର, ପ୍ରମୋଦ ସାବତ, ମିଟୁ ଗୌଉଡ଼, ହରୀକୃଷ୍ଣ ପାଣ୍ଡି, ଗୋବିନ୍ଦ ଚୌଦ୍ରି, ସୁଶାନ୍ତ କୁମାର ନନ୍ଦ,କମଳ ପ୍ରଧାନ, ସନ୍ତୋଷ ସାହୁ, ସୁଜନ ଶୁଳ୍କ, ଅଭି ପ୍ରଧାନ, ରଞ୍ଜିତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ l