ଓଡ଼ିଶା
ଭଡା ଘରେ ଚାଲିଥିଲା ସେକ୍ସ ରାକେଟ, ୩ ଯୁବକ ଅଟକ
![Sex Racket](https://i0.wp.com/odia.mobilenews24x7.com/wp-content/uploads/2022/10/Mobile-News-24x7-46.png?resize=780%2C470&ssl=1)
ଭୁବନେଶ୍ୱର: ବଲାଙ୍ଗୀର ଶାସ୍ତ୍ରୀନଗରରେ ଚାଲିଥିଲା ସେକ୍ସ ରାକେଟ। ଖବର ପାଇ ଟାଉନ ଥାନା ପୁଲିସ ଚଢ଼ଉ କରିଥିଲା। ଚଢ଼ଉ ବେଳେ ପୋଲିସ ୭ ଜଣ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ୩ ଜଣ ଯୁବକଙ୍କୁ ଥାନାରେ ଅଟକ ରଖିଛି ।
ଦିନକୁ ୧୨ ହଜାର ଘର ଭଡାଦେଇ ୩ ମହଲା କୋଠାରେ ଚାଲିଥିଲା ଦେହବେପାର।