![](https://i0.wp.com/odia.mobilenews24x7.com/wp-content/uploads/2023/02/1631131716_earthquake.jpg?resize=780%2C470&ssl=1)
ଶୁକ୍ରବାର ଭୋର ସମୟରେ ଜମ୍ମୁ-କାଶ୍ମୀରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରହିଥିବା ଜଣାପଡିଛି । କଟରାଠାରୁ ୯୭ କିମି ପୂର୍ବରେ ଏହାର କେନ୍ଦ୍ରସ୍ଥଳ ଥିବା ଜଣାପଡିଛି ।
ଏହା ପୂର୍ବରୁ ମଧ୍ୟ ଫେବ୍ରୁଆରୀ ୧୩ ସିକ୍କିମ ରାଜ୍ୟରେ ସକାଳୁ ସକାଳୁ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିଲା ।