Breaking NewsFeaturedଓଡ଼ିଶା

କେତେ ସୁରକ୍ଷିତ ହାତୀ, ୧୫ ଫୁଟ କୂଅରେ ଗଲିପଡ଼ିଲ ଦନ୍ତା ହାତୀ

15 ଫୁଟ ଗଭୀର କୂଅ ରେ ପଡିଗଲା ଦନ୍ତା ହାତୀ. ଦନ୍ତାହାତୀ ଙ୍କୁ ଉଦ୍ଧାର କଲା ବନ ବିଭାଗ. ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଇଡ଼ା ଜଙ୍ଗଲରେ. ଗତକାଲି ରାତିରେ ଏକ ଦନ୍ତା ହାତୀ ଖାଦ୍ୟ ଅନ୍ବେଷଣରେ ବୁଲୁଥିବା ବେଳେ ପରିତକ୍ତ ଅବସ୍ଥାରେ ଥିବା

କୂଅ ରେ ପଡି ଯାଇଥିଲା. ଜଙ୍ଗଲରେ ପେଟ୍ରୋଲିଂ କରୁଥିବା ବେଳେ ବନ ବିଭାଗ ଜାଣିବା ପାଇଥିଲେ. ପରେ ଜେସିବି ସାହାଯ୍ୟରେ ହାତୀ କୁ ସୁରକ୍ଷିତ ଭାବେ ଉଦ୍ଧାର କରି ପୁଣିଥରେ ଜଙ୍ଗଲରେ ଛାଡି ଦେଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି…

Related Articles

Back to top button