ଅନ୍ତର୍ଜାତୀୟ
ଡେଥ୍ ଜୋନ ହସ୍ପିଟାଲ
ଇସ୍ରାଏଲ-ହାମାସ ଯୁଦ୍ଧର ଦେଢ଼ମାସରୁ ଅଧିକ ସମୟ ବିତିଗଲାଣି। ଏହି ସମୟରେ ଜାତିସଂଘ ସମେତ ବିଶ୍ୱର ଅନେକ ଦେଶ ଇସ୍ରାଏଲକୁ ଯୁଦ୍ଧ ବନ୍ଦ କରିବାକୁ ନିବେଦନ କରିଛନ୍ତି।
ଏହି ସମୟରେ, ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଗାଜାର ଅଲ-ଶିଫା ହସ୍ପିଟାଲକୁ ଏକ ଡେଥ୍ ଜୋନ ବୋଲି ଘୋଷଣା କରିଛି।
ଶତାଧିକ ରୋଗୀ ହସ୍ପିଟାଲରୁ ସ୍ଥାନାନ୍ତର ହୋଇଥିଲେ। ତଥାପି ହସ୍ପିଟାଲରେ ୨୫ଜଣ କର୍ମଚାରୀ, ୨୯୧ ରୋଗୀ ଏବଂ ୩୨ ନବଜାତ ଶିଶୁ ଅଛନ୍ତି।