Featuredକ୍ରୀଡ଼ା

ନିଲାମ ହେବ ମେସିଙ୍କ ଜର୍ସି

ଗତବର୍ଷ ଫିଫା ବିଶ୍ବକପ୍‌ ବିଜେତା ଆର୍ଜେଣ୍ଟିନା ଦଳର ଅଧିନାୟକ ତଥା କିଂବଦନ୍ତି ଖେଳାଳି ଲିଓନେଲ୍‌ ମେସିଙ୍କ ଜର୍ସି ନିଲାମ ହେବାକୁ ଯାଉଛି।

ନିଲାମରୁ ପ୍ରଚୁର ଅର୍ଥ ରାଶି ମିଳିବା ଆଶା କରାଯାଉଥିବା ବେଳେ ଏହା ୟୁନିକାସ୍‌ ପ୍ରକଳ୍ପକୁ ପ୍ରଦାନ କରାଯିବ। ଏହି ଅର୍ଥ ବିରଳ ରୋଗରେ ପୀଡ଼ିତ ପିଲାଙ୍କ ଚିକିତ୍ସା ଲାଗି ଏହି ଖର୍ଚ୍ଚ କରାଯିବ। ଏହା ମୋଟ ୧୦ ମିଲିୟନ୍‌ ଆମେରିକୀୟ ଡଲାର୍‌ରୁ ଊର୍ଧ୍ବରେ ନିଲାମ ହେବାର ସମ୍ଭାବନା ରହିଛି।

Related Articles

Back to top button