କ୍ରୀଡ଼ା

ମହିଳା ପ୍ରିମିୟର ଲିଗ୍ ନିଲାମ ଡିସେମ୍ବର ୯ ରେ

ମହିଳା ପ୍ରିମିୟର ଲିଗ୍ ୨୦୨୪ ନିଲାମର ତାରିଖ ପ୍ରକାଶ ପାଇଛି। ବିସିସିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମହିଳା ପ୍ରିମିୟର ଲିଗ୍ ନିଲାମ ଡିସେମ୍ବର ୯ ରେ ଅନୁଷ୍ଠିତ ହେବ।

ଏବଂ ମୁମ୍ବାଇ ସହରରେ ଏହି ନିଲାମର ଆୟୋଜନ ହେବ। ଏହି ନିଲାମରେ ଅନେକ କ୍ରିକେଟରଙ୍କ ଉପରେ ବହୁତ ଟଙ୍କା ବର୍ଷା ହୋଇପାରେ। ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ସମେତ ପ୍ରାୟ ସମସ୍ତ ଦଳ ଏହି ନିଲାମ ପାଇଁ ପ୍ରସ୍ତୁତ ରହିଛନ୍ତି।

Related Articles

Back to top button