Breaking Newsଅନ୍ତର୍ଜାତୀୟ

ମୂଷା କବଜାରେ ସହର

ଅଷ୍ଟ୍ରେଲିଆର ଏକ ସହରକୁ କବଜା କରିଛନ୍ତି ମୂଷା। ଏଠାରେ ମୂଷାଙ୍କ ସଂଖ୍ୟା ଏତେ ଅଧିକ ହୋଇଛି ଯେ ମହାମାରୀ ବ୍ୟାପିଛି। ଅଷ୍ଟ୍ରେଲିଆରେ ମୂଷା ମଡକ ପଡିଥିବାର ଦେଖାଯାଇଛି।

ମୂଷାମାନଙ୍କର ମୃତଦେହ ଏଣେତେଣେ ପଡି ରହିଛି। ଘର ହେଉ କି ଅଫିସ, ନଦୀ, ପୋଖରୀ କିମ୍ବା ଘରକୁ ଘର ପାଣି ସପ୍ଲାଏ ହେଉଥିବା ସ୍ଥାନରେ ମୂଷାଙ୍କର ମୃତଦେହ ଭାସୁଥିବାର ଦେଖାଯାଇଛି। ପାଣିରେ ମୂଷାଙ୍କର ମୃତଦେହ ଭାସୁଥିବାରୁ ଏବେ ସାରା ସହରରେ ପାନୀୟ ଜଳ ସମସ୍ୟା ଦେଖାଯାଇଛି।

Related Articles

Back to top button