ମନୋରଞ୍ଜନ

ଫିଲ୍ମ ଇସ୍କକୁ ପୁରିଛି ୨୬ବର୍ଷ।

ଫିଲ୍ମ ଇସ୍କକୁ ପୁରିଛି ୨୬ବର୍ଷ। ଅଭିନେତ୍ରୀ କାଜୋଲ ଏହି ଫିଲ୍ମର ପୋଷ୍ଟର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ପୋଷ୍ଟରରେ କାଜୋଲଙ୍କ ସମେତ ଅଜୟ ଦେବଗନ, ଜୁହି ଚାଓ୍ବଲା ଏବଂ ଅମିର ଖାନ୍‌ ମଧ୍ୟ ନଜର ଆସିଛନ୍ତି।

ଫଟୋ ଶେୟାର କରି କାଜୋଲ ଲେଖିଛନ୍ତି, ଦିନ ସାରା ସ୍ବିଜରଲାଣ୍ଡର ପାହାଡ ବୁଲିବା ପରେ ଥକି ଯାଇ ଘାସରେ ଆରାମ କରୁଥିବାବେଳେ ଏହି ଫଟୋ ନିଆଯାଇଛି।

Related Articles

Back to top button