କ୍ରୀଡ଼ା

ଭାରତୀୟ ଦଳ ୨୦୨୪ରେ ଶ୍ରୀଲଙ୍କା ଗସ୍ତ କରିବ।

ଭାରତୀୟ ଦଳ ୨୦୨୪ରେ ଶ୍ରୀଲଙ୍କା ଗସ୍ତ କରିବ। ସେଠାରେ ଦଳକୁ ୬ଟି ହ୍ବାଇଟ୍‌ ବଲ ମ୍ୟାଚ ଖେଳିବାକୁ ପଡିବ। ଏଥିରେ ୩ଟି ଦିନିକିଆଏବଂ ୩ ଟି-୨୦ ଅନ୍ତର୍ଜାତୀୟ ସାମିଲ ଅଛି। ଏହି ହ୍ବାଇଟ୍‌ ବଲ ସିରିଜ ଜୁଲାଇରେ ଖେଳାଯିବ।

ଏହି ସିରିଜ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଘୋଷଣା କରିଛି। ୨୦୨୪ ଭବିଷ୍ୟତ କାର୍ଯ୍ୟକ୍ରମ ଶ୍ରୀଲଙ୍କା ଘୋଷଣା କରିଛି। ଏଥିରେ ଭାରତୀୟ ଦଳ ବିପକ୍ଷରେ ଏକ ସିରିଜ ମଧ୍ୟ ସାମିଲ ଅଛି।

Related Articles

Back to top button