ମନୋରଞ୍ଜନ

ଗୌତମ ଗମ୍ଭୀର ଏବଂ ଏସ୍‌. ଶ୍ରୀସନ୍ଥଙ୍କ ମଧ୍ୟରେ ଉପୁଜିଥିବା ବିବାଦ ନୂଆମୋଡ

ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଏବଂ ଏସ୍‌. ଶ୍ରୀସନ୍ଥଙ୍କ ମଧ୍ୟରେ ଉପୁଜିଥିବା ବିବାଦ ନୂଆମୋଡ ନେଇଛି। ଉଭୟ ଖେଳାଳି ୨୦୦୭ ଟି୨୦ ବିଶ୍ୱକପ୍‌ ଏବଂ ୨୦୧୧ ଦିନିକିଆ କ୍ରିକେଟ ଜିତିଥିବା ଟିମ୍‌ ଇଣ୍ଡିଆର ସଦସ୍ୟ ଥିଲେ।

ଏବେ ଦୁହେଁ ଲିଜେଣ୍ଡସ୍‌ ଲିଗ୍‌ କ୍ରିକେଟରେ ଭିନ୍ନ ଟିମ୍‌ରୁ ଖେଳଛନ୍ତି। ନିକଟରେ ଏକ ମ୍ୟାଚ୍‌ରେ ଉଭୟଙ୍କ ମଧ୍ୟରେ ଜୋରଦାର ଝଗଡ଼ା ହୋଇଥିଲା। ଏହାପରେ ଶ୍ରୀସନ୍ଥ କହିଥିବା କିଛି କଥାକୁ ନେଇ ଅଡୁଆରେ ଫସିଛନ୍ତି। ଏଥିନେଇ ତାଙ୍କୁ ନୋଟିସ ମିଳିଛି।

Related Articles

Back to top button