କ୍ରୀଡ଼ା

ଆଇପିଏଲର ଦୁଇଟି ସଫଳ ଦଳ ହେଉଛି ମୁମ୍ବାଇ ଏବଂ ଚେନ୍ନାଇ

ଆଇପିଏଲର ଦୁଇଟି ସଫଳ ଦଳ ହେଉଛି ମୁମ୍ବାଇ ଏବଂ ଚେନ୍ନାଇ। ଏହି ଉଭୟ ଦଳ ୫-୫ ଥର ଆଇପିଏଲ ଟାଇଟଲ ଜିତିଛନ୍ତି ଏବଂ ଅନେକ ଥର ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଇନଷ୍ଟାଗ୍ରାମରେ ଚେନ୍ନାଇ ସୁପର କିଙ୍ଗ୍ସର ଅନୁଗାମୀଙ୍କ ସଂଖ୍ୟା ବର୍ତ୍ତମାନ ସର୍ବାଧିକ ୧୩ ମିଲିୟନରୁ ଅଧିକ ହୋଇଛି। ଏଥି ସହିତ ମୁମ୍ବାଇ ଇଣ୍ଡିଆନ୍ସର ଅନୁଗାମୀଙ୍କ ସଂଖ୍ୟା ୧୨.୯ମିଲିୟନକୁ ହ୍ରାସ ପାଇଛି।

Related Articles

Back to top button