ଅନ୍ତର୍ଜାତୀୟ

ହ୍ବାଟ୍ସଆପ୍‌ରୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ‘ଆଇଏସ୍‌‌ଆଇ’ ସହ ସମ୍ପର୍କ ବିଷୟରେ ଜଣାପଡିଛି

ସୟଦ ଈଶାନ ବୁଖାରୀ ହ୍ବାଟ୍ସଆପ୍‌ରୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ‘ଆଇଏସ୍‌‌ଆଇ’ ସହ ସମ୍ପର୍କ ବିଷୟରେ ଜଣାପଡିଛି। ହ୍ବାଟ୍ସଆପ୍‌ରେ ସେ ‘ଆଇଏସ୍‌‌ଆଇ’ ଏଜେଣ୍ଟ ମାନଙ୍କ ସହ କଥା ହୋଇଥିବା ଜାଣିପାରିଛି କ୍ରାଇମ୍‌‌ବ୍ରାଞ୍ଚ୍‌ର ଏସ୍‌‌ଟିଏଫ୍।

ଏନେଇ କ୍ରାଇମ୍‌‌ବ୍ରାଞ୍ଚ୍‌ର ଏସ୍‌‌ଟିଏଫ୍ ଏସ୍‌ପି କିଶୋର ପାଣିଗ୍ରାହୀ କହିଛନ୍ତି ଗିରଫ ହୋଇଥିବା ବୁଖାରି ଜୁଡିସିଆଲ କଷ୍ଟଡିରେ ଅଛି। ତାକୁ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ ଏସ୍‌‌ଟିଏଫ୍ ।

Related Articles

Back to top button