ଅନ୍ତର୍ଜାତୀୟ

ଜନ୍ମ ହେଲା ଲାଙ୍ଗୁଡ ଥିବା ଛୁଆ

ଜନ୍ମ ହେଲା ଲାଙ୍ଗୁଡ ଥିବା ଛୁଆ । ୪ ଇଞ୍ଚ ଲାଙ୍ଗୁଡ ଥିବା ଛୁଆ ଜନ୍ମ ହେଲା ପରେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହାକୁ ଦେଖି ଜନ୍ମକଲା ମା ଓ ବାପା ମଧ୍ୟ ଆଶ୍ଚର୍ଯ୍ୟ ।

ଲାଙ୍ଗୁଡ ଥିବାର ଛୁଆର ଫଟୋ ଏବେ ସୋସିଆଲ ମିଡିଆର ଖୁବ ଭାଇରାଲ ହେବାରେ ଲାଗିଛି । କେହି ଏହାକୁ ଚମତ୍କାର କହୁଥିବା ବେଳେ କିଛି ଏହାକୁ ବେମାରୀ ବୋଲି କହୁଛନ୍ତି । ଏହି ଭାଇରାଲ ଛୁଆ ଜଣକ ଚୀନରେ ଜନ୍ମ ହେଇଥିବା ବେଳେ ଚୀନର ହଙ୍ଗଝାଓ ଚିଲଡ୍ରେନ ହସ୍ପିଟାଲରେ ଜନ୍ମଗ୍ରହଣ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com