ବୁଧବାର, ବାଣିଜ୍ୟ ସପ୍ତାହର ତୃତୀୟ ଦିନରେ ଷ୍ଟକ ମାର୍କେଟରେ ଭୂକମ୍ପ ହୋଇଛି। ବଜାର ଖୋଲିବା ମାତ୍ରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଥିଲା। କାରବାରର ଶେଷ ଘଣ୍ଟାରେ ହଠାତ ଶେୟାର ବଜାର ଭୁଶୁଡି ପଡିଥିଲା ।
ସେନସେକ୍ସ ପ୍ରାୟ ୮୦୦ ଅଙ୍କ ହ୍ରାସ ପାଇଛି। ଏହା ସହିତ ନିଫ୍ଟି ମଧ୍ୟ ୨୦୦ରୁ ଅଧିକ ଅଙ୍କ ହ୍ରାସ ପାଇଛି।