ଓଡ଼ିଶା

କଲେଜ ବଦଳାଇ ପାରିବେ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀ

କଲେଜ ବଦଳାଇ ପାରିବେ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀ। ଏଥିପାଇଁ ଶୁକ୍ରବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ଏଥିପାଇଁ ନିର୍ଦ୍ଦିଷ୍ଟ କାରଣ ଦର୍ଶାଇବାକୁ ପଡ଼ିବ।

ପିତାମାତାଙ୍କ ବଦଳି, ଅବସର ଗ୍ରହଣ କିମ୍ବା ମୃତ୍ୟୁ ଘଟିଥିଲେ ପ୍ରମାଣ ଦାଖଲ କରି ଆବେଦନ କରିହେବ। ସେହିପରି ଛାତ୍ରୀଙ୍କ ବାହାଘର କ୍ଷେତ୍ରରେ ଓ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ଏନେଇ ଆବେଦନ କରିପାରିବେ। ଆଗ୍ରହୀ ଛାତ୍ରଛାତ୍ରୀମାନେ ସାମସ୍‌‌ ୱେବସାଇଟ୍‌ www.samsodisha.gov.in‌‌‌‌ରେ ଆବେଦନ କରିପାରିବେ।

Related Articles

Back to top button