ଓଡ଼ିଶା

ଏସଟିଏଫ ପଞ୍ଝାରେ ବ୍ରାଉନସୁଗର ବେପାରୀ : ଜବତ ହେଲା ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗର

ବାଲେଶ୍ୱର () ପୁଣି ଏସଟିଏଫ ପଞ୍ଝାରେ ବ୍ରାଉନସୁଗର ବେପାରୀ । ବାଲେଶ୍ୱର ସୋରର ହୋଟେଲ ଲିଓ ସାଇ ଇଣ୍ଟରନ୍ଯାସନାଲ ପାଖରୁ ଜବତ ହୋଇଛି ପୁଳାପୁଳା ବ୍ରାଉନସୁଗର। ଜବତ ବ୍ରାଉନସୁଗର ୧ କେଜି ୧୦୦ ଗ୍ରାମର ହୋଇଥିବା ବେଳେ ଆନୁମାନିକ ମୂଲ୍ଯ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଜଣାପଡ଼ିଛି। ବ୍ରାଉସୁଗରର କାରବାରରେ ଜଣେ ଗିରଫ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ୨୦୨୦ରୁ ସ୍ପେଶାଲ ଡ୍ରାଇଭ ଚଳାଇଛି ଏସଟିଏଫ । ଆଜିଯାଏ ୪୮ କେଜିରୁ ଉର୍ଦ୍ଧ୍ୱ ବ୍ରାଉନସୁଗର ଜବତ ହୋଇଥିବା ବେଳେ ୮୯ କେଜିରୁ ଅଧିକ ଗଞ୍ଜେଇ ସହ ୧୨୨ ବେପାରୀ ଗିରଫ ହୋଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com