ଜାତୀୟ

ଆଦାନୀ ଗ୍ରୁପର ଅକ୍ଷ୍ୟକ୍ଷ ତଥା ବିଶିଷ୍ଟ ବ୍ୟବସାୟୀ ଗୌତମ ଆଦାନୀ ପୁଣି ଥରେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ହୋଇଥିଲେ

ଆଦାନୀ ଗ୍ରୁପର ଅକ୍ଷ୍ୟକ୍ଷ ତଥା ବିଶିଷ୍ଟ ବ୍ୟବସାୟୀ ଗୌତମ ଆଦାନୀ ପୁଣି ଥରେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ହୋଇଥିଲେ। ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ ଗୌତମ ଆଦାନୀଙ୍କ ସଂପତ୍ତିର ମୂଲ୍ୟ ଗତ ଦୁଇ ଦିନ ମଧ୍ୟରେ ୭.୬୭ ବିଲିୟନ ବୃଦ୍ଧି ପାଇବା ପରେ ତାଙ୍କର ସର୍ବମୋଟ ସଂପତ୍ତିର ମୂଲ୍ୟ ୯୭.୬ ବିଲିୟନ ଡଲାରରେ ପହଞ୍ଚିଥିଲା।

ସେ ଏହି ତାଲିକାରେ ଶୀର୍ଷ ସ୍ଥାନ ହାସଲ କରି ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଦେଇଥିଲେ। ମୁକେଶ ଅମ୍ବାନୀ ଭାରତର ଦ୍ୱିତୀୟ ଧନୀ ବ୍ୟକ୍ତି ପାଲଟିଥିଲେ।

Related Articles

Back to top button