ଅନ୍ୟାନ୍ୟ
ବିଲଡରଙ୍କୁ ଚୂନ ଲଗାଇ ଏକ କୋଟି ଠକେଇ ମାମଲା
![](https://i0.wp.com/odia.mobilenews24x7.com/wp-content/uploads/2024/01/download-1-7.jpeg?resize=284%2C177&ssl=1)
ବିଲଡରଙ୍କୁ ଚୂନ ଲଗାଇ ଏକ କୋଟି ଠକେଇ ମାମଲା । ଅଭିଯୁକ୍ତ ସୁରଜିତ ଧଳଙ୍କୁ ରିମାଣ୍ଡରେ ନେବ ଇଓଡବ୍ଲ୍ୟୁ । ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ ହୋଇଥିବା ବେଳେ ୩ ଦିନ ପାଇଁ ମିଳିଛି ଅନୁମତି ।
ସୋମବାରରୁ ବୁଧବାର ପର୍ଯ୍ୟନ୍ତ ସୁରଜିତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ ଇଓଡବ୍ଲ୍ୟୁ ।