ଅନ୍ୟାନ୍ୟ

‘ନାଟୁ ନାଟୁ’ ଗୀତ ପାଇଲା ଓସ୍କାର ପୁରସ୍କାର

ନୂଆଦିଲ୍ଲୀ, ୧୩/୦୩/୨୦୨୩ –    ଇତିହାସ ରଚିଲା ଏସ. ରାଜାମୌଲିଙ୍କ RRR । ଫିଲ୍ମର ‘ନାଟୁ ନାଟୁ’ ଗୀତ ବେଷ୍ଟ ଅରିଜିନାଲ୍ ଗୀତ ଭାବେ  ସମ୍ମାନଜନକ ଓସ୍କାର ପୁରସ୍କାର ପାଇଛି । ଲସ୍ ଆଞ୍ଜେଲସରେ ଅନୁଷ୍ଠିତ ୯୫ତମ ଓସ୍କାର ଆୱାର୍ଡ ସେରିମନିରେ ନାଟୁ ନାଟୁ ଗୀତକୁ ମିଳିଲା ଷ୍ଟାଣ୍ଡିଂ ଓୱେସନ୍ । ଭାରତୀୟ ଫିଲ୍ମ ‘ଦ ଏଲିଫେଣ୍ଟ ହ୍ବିସ୍‌ପର‘ ପରେ ପରେ ଏହି RRR ଇତିହାସ ରଚିଛି ।

ନାଟୁ ନାଟୁ ଗୀତକୁ ପୁରସ୍କାର ମିଳିବା ଘୋଷଣା ବେଳକୁ ପୁରା ଡୋଲବୀ ଥିଏଟର ଖୁସିରେ ଝୁମି ଯାଇଥିଲା । ଗୀତକୁ ମ୍ୟୁଜିକରେ ସଜାଇଥିବା ନିର୍ଦ୍ଦେଶକ ଏମଏମ କିରୱାନୀ ପୁରସ୍କାର ଗ୍ରହଣ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com