ଅନ୍ୟାନ୍ୟ

ଓଡ଼ିଆ ଗୀତରେ ବାହାହେଲେ ଗଞ୍ଜା-ପେଣ୍ଠି

ଭୁବନେଶ୍ୱର, ୨୪/୦୪/୨୦୨୩ –   ଏ ଚମ୍ପା ଗହମ ଚମ୍ପା ହବୁନିକା ମୋର ଲୋ । ଏହି ଓଡିଆ ଗୀତଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ ଲୋକମାନେ ଅନେକ ପ୍ରକାର ରିଲ୍ସ ତିଆରି କରୁଛନ୍ତି । ତେବେ ନିକଟରେ ଭାଇରାଲ ହୋଇଥିବା ଏହି ଭିଡିଓକୁ ଦେଖନ୍ତୁ ଯେଉଁଥିରେ ଏକ ଗଞ୍ଜା ଏବଂ ପେଣ୍ଠି ଏହି ଗୀତରେ ବାହାହୋଇ ଫେରୁଛନ୍ତି ।

ଭାଇରାଲ ହେଉଥିବା ଏହି ଭିଡିଓରେ ଏକ ଗଞ୍ଜା ଏବଂ ପେଣ୍ଠିକୁ ବାହା କରାଇ ଦିଆଯାଇଛି । ଏହାପରେ ବରକନ୍ୟା ବିଦାହେଲା ଭଳି ଏକ ଛୋଟ ଗାଡିରେ ପେଣ୍ଠିକୁ ବସାଇ ଦିଆଯାଇଛି । ଆଉ ଏହି ଗାଡିକୁ ଟାଣି ଟାଣି ଗଞ୍ଜାଟି ଆଗକୁ ନେଉଛି । ଯାହାକୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com