ଅନ୍ତର୍ଜାତୀୟ
ଭାରତ ସରକାର ଏ ସମ୍ପର୍କରେ କଡା ଆଭିମୁଖ୍ୟ ଗ୍ରହଣ କରି ମାଲଦ୍ୱୀପ ସରକାରଙ୍କ ଉପରେ ଆପତ୍ତି ଜଣାଇଛନ୍ତି
![](https://i0.wp.com/odia.mobilenews24x7.com/wp-content/uploads/2024/01/download-2-5.jpeg?resize=300%2C168&ssl=1)
ମାଲଦ୍ୱୀପର ମହମ୍ମଦ ମୁଇଜୋ ସରକାରର ଜଣେ ମନ୍ତ୍ରୀ ମରିୟମ ଶିଉନା ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।
ଭାରତ ସରକାର ଏ ସମ୍ପର୍କରେ କଡା ଆଭିମୁଖ୍ୟ ଗ୍ରହଣ କରି ମାଲଦ୍ୱୀପ ସରକାରଙ୍କ ଉପରେ ଆପତ୍ତି ଜଣାଇଛନ୍ତି। ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଆଲୋଡ଼ନ ପରେ ମାଲଦ୍ୱୀପ ଏବେ ବ୍ୟାକଫୁଟରେ ଅଛି।