ମନୋରଞ୍ଜନ

ସାଉଥ୍ ସୁନ୍ଦରୀ ନୟନତାରାଙ୍କ ଫିଲ୍ମ ‘ଅନ୍ନପୂରନୀ’ ଚର୍ଚ୍ଚାରେ ରହିଛି

ସାଉଥ୍ ସୁନ୍ଦରୀ ନୟନତାରାଙ୍କ ଫିଲ୍ମ ‘ଅନ୍ନପୂରନୀ’ ଚର୍ଚ୍ଚାରେ ରହିଛି। ଫିଲ୍ମକୁ ନେଇ ଏକ ବଡ ଆଲୋଚନା ସାମ୍ନାକୁ ଆସିଛି। OTT ପ୍ଲାଟଫର୍ମରେ ପ୍ରଦର୍ଶିତ ହେଉଥିବା ‘ଅନ୍ନପୂରନୀ’ ପ୍ରଭୁ ଶ୍ରୀରାମଙ୍କୁ ଅପମାନିତ କରିବା ଏବଂ ହିନ୍ଦୁ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି।

ମୁମ୍ବାଇ ପରେ ପୁଣି ଥରେ ଫିଲ୍ମ କାଷ୍ଟ୍‌ ଏବଂ ନିର୍ମାତା-ନିର୍ଦ୍ଦେଶକ ଧାର୍ମିକ ଭାବନାକୁ ଆଘାତ କରିବା ଏବଂ ଲଭ୍ ଜିହାଦକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି।

Related Articles

Back to top button