ମନୋରଞ୍ଜନ

ପ୍ରେମରେ ପଡ଼ିଛନ୍ତି ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରାଙ୍କ ପୁଅ ଅରହାନ୍‌ ଖାନ୍‌ ଏବଂ ରବିନା ଟଣ୍ଡନଙ୍କ ଝିଅ ରାଶା ଠଡାନୀ

ପ୍ରେମରେ ପଡ଼ିଛନ୍ତି ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରାଙ୍କ ପୁଅ ଅରହାନ୍‌ ଖାନ୍‌ ଏବଂ ରବିନା ଟଣ୍ଡନଙ୍କ ଝିଅ ରାଶା ଠଡାନୀ। ଉଭୟଙ୍କୁ ଡିନର୍‌ ଡେଟ୍‌ରେ ଏକାଠି ଦେଖାଯିବା ପରେ କିଛି ଏଭଳି ଚର୍ଚ୍ଚା ଜୋର ଧରିଛି।

କ୍ୟାମେରା ଦେଖି ଦୁଇ ପ୍ରେମପକ୍ଷୀ ମୁହଁ ମଧ୍ୟ ଲୁଚାଇଛନ୍ତି। ହେଲେ ଉଭୟ ସମ୍ପର୍କକୁ ନେଇ ଖୋଲାଖୋଲି କିଛି ସ୍ବୀକାର କରିନାହାନ୍ତି।ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ରାଶା ଏବଂ ଅରହାନ ଏକାଠି ଏକ ରେଷ୍ଟୁରାଣ୍ଟରୁ ବାହାରୁଛନ୍ତି।

Related Articles

Back to top button