ମନୋରଞ୍ଜନ

କେମିତି ହେଲା ବିନୋଦଙ୍କ ମୃତ୍ୟୁ

ମାଲାୟାଲମ ସିନେମାଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଲୋକପ୍ରିୟ ଅଭିନେତା ବିନୋଦ ଥୋମସଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଏକ ହୋଟେଲ ପାର୍କିଂରେ ଥିବା କାର୍‌ରୁ ତାଙ୍କ ମୃତଦେହ ଜବତ କରାଯାଇଛି।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ କରୁଛି। ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କୁହାଯାଉଛି। ବିନୋଦ ଅଭିନୟ ଜୀବନରେ ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com