ଓଡ଼ିଶା

ଚିଲିକାରେ ବଢ଼ିଲା ବୋଟ୍ ଭଡ଼ା

ଚିଲିକାରେ ବଢ଼ିଲା ବୋଟ୍ ଭଡ଼ା। ଦୁଇ ମାସ ତଳେ ପର୍ଯ୍ୟଟକମାନେ ଯେଉଁଠି ୧୦୬ଟଙ୍କାର ଟିକେଟ୍‌ କାଟି ମା’ କାଳୀଜାଇଙ୍କ ଦର୍ଶନ କରିବାର ସୁଯୋଗ ପାଉଥିଲେ, ଆଜି ତାକୁ ଦ୍ବିଗୁଣିତ କରାଯାଇଛି।

ପ୍ରାଇଭେଟ୍ ବୋଟ୍‌ ଚାଳକ ସଂଘ ନିଜର ବୋଟ୍ ଭଡ଼ା ଶହେ ଟଙ୍କାରେ ସୀମିତ ରଖିଥିବା ବେଳେ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମର ଏ ପ୍ରକାର ଦୁଇ ଗୁଣ ଭଡ଼ା ବୃଦ୍ଧି ଘଟଣା ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଇଛି।

Related Articles

Back to top button