ମନୋରଞ୍ଜନ

ବିଗବସ-୧୭ ଶେଷ ହେବା ପରେ ଭିକ୍କି ଅଙ୍କିତାଙ୍କ ସହିତ କିପରି ସମ୍ପର୍କ ଅଛି ସେ ସବୁକୁ ବଖାଣି କହିଛନ୍ତି

ବିଗବସ-୧୭ ଶେଷ ହେବା ପରେ ଭିକ୍କି ଅଙ୍କିତାଙ୍କ ସହିତ କିପରି ସମ୍ପର୍କ ଅଛି ସେ ସବୁକୁ ବଖାଣି କହିଛନ୍ତି । ‘ମୋର ଓ ଅଙ୍କିତାଙ୍କ ମଧ୍ୟରେ ଖୁବ ସୁନ୍ଦର ସମ୍ପର୍କ ଅଛି।

ଆମ ସମ୍ପର୍କରେ ମନଖୋଲି କଥା ହେବାର ସ୍ବାଧୀନତା ରହିଛି। ବିଗବସରେ ଆମ ସହିତ ଆହୁରି ଅଜଣା ୧୭ଜଣ ଲୋକ ସେଠାରେ ଥିଲେ। ସମସ୍ତଙ୍କ ସହିତ ଖାପଖୁଆଇ ଚଳିଲା ବେଳକୁ ଆମ ମଧ୍ୟରେ ଝଗଡ଼ା ଲାଗି ଯାଉଥିଲା। କୌଣସି ବି ପରିସ୍ଥିତରେ ଆମେ ଦୁହେଁ ଅଲଗା ହେବୁ ନାହିଁ। ଆମ ମଧ୍ୟରେ ସବୁ କିଛି ଠିକ ଚାଲିଛି।

Related Articles

Back to top button