ଓଡ଼ିଶା
ରାଜ୍ଯରେ ଆଜି ସୁଦ୍ଧା ୨୧ ହଜାର ୩୮୬ ହିତାଧିକାରୀ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ପେନସନ ପାଉଛନ୍ତି
![](https://i0.wp.com/odia.mobilenews24x7.com/wp-content/uploads/2024/02/Cancer-patients-in-Haryana-will-now-get-Rs-2500-monthly-pension-1.jpg?resize=780%2C470&ssl=1)
ରାଜ୍ଯରେ ଆଜି ସୁଦ୍ଧା ୨୧ ହଜାର ୩୮୬ ହିତାଧିକାରୀ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ପେନସନ ପାଉଛନ୍ତି । ସେମାନଙ୍କ ଭିତରୁ ଯେଉଁମାନେ ବ୍ୟାଙ୍କ ଯିବାକୁ ଅସମର୍ଥ, ସେମାନଙ୍କୁ ମଧୁବାବୁ ପେନସନ ଯୋଜନା ଅଧୀନକୁ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି ।