Breaking Newsକ୍ରୀଡ଼ା
ଆଜି ରାଞ୍ଚିରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ର୍ଥ ଟେଷ୍ଟ ଆରମ୍ଭ ହେବ
![](https://i0.wp.com/odia.mobilenews24x7.com/wp-content/uploads/2024/02/107927671.webp?resize=400%2C225&ssl=1)
ଆଜି ରାଞ୍ଚିରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ର୍ଥ ଟେଷ୍ଟ ଆରମ୍ଭ ହେବ। ଏହାର ଦିନକ ପୂର୍ବରୁ ଭ୍ରମଣକାରୀ ଇଂଲିଶ ଟିମ ତା’ର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି।
ଚୂଡ଼ାନ୍ତ ଏକାଦଶରେ ଦଳ ଦୁଇଟି ପରିବର୍ତ୍ତନ କରିଛି।ଲେଗ ସ୍ପିନର ରେହାନ ଅହମଦ ଓ ସ୍ପିଡଷ୍ଟାର ମାର୍କ ଉଡ୍ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଛନ୍ତି। ଏହି ଦୁଇ ଖେଳାଳିଙ୍କ ବଦଳରେ ଶୋଏବ ବଶିର ଓ ଓଲି ରବିନସନଙ୍କୁ ସୁଯୋଗ ମିଳିଛି।