ଜାତୀୟ

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୨୪ ବର୍ଷ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୨୪ ବର୍ଷ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି। ଯାହା ଅନୁଯାୟୀ ପ୍ରତ୍ୟେକ ମାସ ପରି, ମାର୍ଚ୍ଚ ମାସରେ ଅନେକ ଦିନ ବ୍ୟାଙ୍କ ଛୁଟି ହେବାକୁ ଯାଉଛି।

ଆପଣଙ୍କୁ କହିରଖୁଛୁ ଯେ ଆରବିଆଇ ଜାତୀୟ ସ୍ତରରେ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି। ମାର୍ଚ୍ଚ ମାସରେ ବ୍ୟାଙ୍କଗୁଡିକ ୧୪ ଦିନ ପାଇଁ ବନ୍ଦ ରହିବ। ବିଭିନ୍ନ ରାଜ୍ୟରେ ଘଟୁଥିବା ଅନେକ ପର୍ବର ଛୁଟି ବ୍ୟତୀତ ଏଥିରେ ଶନିବାର ଏବଂ ରବିବାରର ଛୁଟି ମଧ୍ୟ ଅନ୍ତର୍ଭୁକ୍ତ।

Related Articles

Back to top button