ଜାତୀୟ

ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ୍‌ଙ୍କୁ ତାଙ୍କ ଜନ୍ମଦିନରେ ନିଆରା ରାଜନୈତିକ ବଧେଇ ଜଣାଇଛି ଭାଜପା

ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ୍‌ଙ୍କୁ ତାଙ୍କ ଜନ୍ମଦିନରେ ନିଆରା ରାଜନୈତିକ ବଧେଇ ଜଣାଇଛି ଭାଜପା। କିଛି ଦିନ ପୂର୍ବେ ଇସ୍ରୋକୁ ଏକ ମିଶନର ଶୁଭେଚ୍ଛା ଦେବାକୁ ଯାଇ ଡିଏମ୍‌କେ ନେତା ଭାରତର ରକେଟରେ ଚାଇନା ପତାକାର ବ୍ୟବହାର କରିଥିଲେ। ଏହାକୁ ନେଇ ବିବାଦ ଦେଖାଦେଇଥିଲା।

ଏପରିକି ଡିଏମ୍‌କେ ଚାଇନା ପ୍ରତି ଭଲପାଇବା ଦେଖାଉଥିବା ଅଭିଯୋଗ ହୋଇଥିଲା। ଏବେ ଭାଜପା ପକ୍ଷରୁ ଷ୍ଟାଲିନ୍‌ଙ୍କୁ ଚାଇନା ଭାଷାରେ ଶୁଭେଚ୍ଛା ବାର୍ତ୍ତା ଦିଆଯାଇଛି।

Related Articles

Back to top button