କ୍ରୀଡ଼ା

ଚାଲୁଥିବା ମହିଳା ପ୍ରିମିୟର ଲିଗ୍ ର ଏକାଦଶ ମ୍ୟାଚ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ୟୁପି ୱାରିଅର୍ ମଧ୍ୟରେ ମୁକାବିଲା ଚାଲିଛି

ଚାଲୁଥିବା ମହିଳା ପ୍ରିମିୟର ଲିଗ୍ ର ଏକାଦଶ ମ୍ୟାଚ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ୟୁପି ୱାରିଅର୍ ମଧ୍ୟରେ ମୁକାବିଲା ଚାଲିଛି। ୟୁପିଡବ୍ଲୁ ଅଧିନାୟକ ଆଲିସା ହେଲି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିଥିଲେ।

ସ୍ମୃତି ମନ୍ଧାନା ଏବଂ ଏସ ମେଘନା ମାତ୍ର ୫.୩ ଓଭରରେ ବିନା କୌଣସି ୱିକେଟ୍ ହରାଇ ୫୧ ରନ୍ ଯୋଡିଥିଲେ।

Related Articles

Back to top button