ମନୋରଞ୍ଜନ

ଦର୍ଶକଙ୍କୁ ଅନେକ ସୁପରହିଟ୍ ଗୀତ ଦେଇଥିବା ନୋରା ନିଜର ଏକ ଗୀତ ପାଇଁ ଏବେ ବି ଫିଜିଓ‌ଥେରାପି ନେଉଥିବା ଜଣାପଡ଼ିଛି

ଦର୍ଶକଙ୍କୁ ଅନେକ ସୁପରହିଟ୍ ଗୀତ ଦେଇଥିବା ନୋରା ନିଜର ଏକ ଗୀତ ପାଇଁ ଏବେ ବି ଫିଜିଓ‌ଥେରାପି ନେଉଥିବା ଜଣାପଡ଼ିଛି। ଫିଲ୍ମ ‘ବଟାଲା ହାଉସ୍’ରେ ନୋରା ଫତେହି ‘ଓ ସାକି ସାକି’ ଗୀତରେ ନାଚିଥିଲେ।

ଉଭୟ ଗୀତ ଓ ନୋରାଙ୍କ ନୃତ୍ୟକୁ ଲୋକେ ପସନ୍ଦ କରିଥିଲେ। ହେଲେ ଏହି ଗୀତରେ ଥିବା ଡ୍ୟାନ୍ସ ଷ୍ଟେପ ପାଇଁ ସେ ୫ବର୍ଷ ହେଲାଣି ଫିଜିଓ‌ଥେରାପି ନେଉଥିବା କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com