ଜାତୀୟ
ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ.କବିତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନର ପିଟିସନ ଉପରେ ଶୁଣାଣି ହୋଇଛି
ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ.କବିତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନର ପିଟିସନ ଉପରେ ଶୁଣାଣି ହୋଇଛି । ଯେଉଁଥିରେ କୋର୍ସୋଟ କବିତାଙ୍କ ନ୍ୟାୟିକ ହେପାଜତର ଅବଧିକୁ ବଢାଇ ୨୩ ଏପ୍ରିଲ କରିଛନ୍ତି ।
ବର୍ତ୍ତମାନ କେ କବିତା ୨୩ ଏପ୍ରିଲ ପର୍ଯ୍ୟନ୍ତ ଜେଲରେ ରହିବେ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସୋମବାର କୋର୍ଟରେ ହୋଇଥିବା ଶୁଣାଣିରେ କୋର୍ଟ ତାବଙ୍କ ଜାମିନ ପଟିସନ ପୂର୍ବରୁ ହିଁ ପ୍ରତ୍ୟାଖାନ କରିଦେଇଥିଲେ ।