ମନୋରଞ୍ଜନ

ବଲିଉଡ ଅଭିନେତା ଆଦିତ୍ୟ ରୟ କାପୁର ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହୋଇଆସୁଛି

ବଲିଉଡ ଅଭିନେତା ଆଦିତ୍ୟ ରୟ କାପୁର ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହୋଇଆସୁଛି। ଏମିତି କି ଟକ୍ ସୋ’ରେ କଥା କଥାରେ ଦୁହେଁ ଏହା ସ୍ବୀକାର ମଧ୍ୟ କରିଥିଲେ।

କିନ୍ତୁ ଏବେ ଦୁହେଁ ଅଲଗା ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅନନ୍ୟା କରିଥିବା ପୋଷ୍ଟକୁ ନେଇ ଏବେ ତାଙ୍କ ପ୍ରଶଂସକମାନେ ଦ୍ବନ୍ଦ୍ବରେ ପଡ଼ିଛନ୍ତି।

Related Articles

Back to top button