ଅନ୍ତର୍ଜାତୀୟ

ବିଶ୍ବରେ ମାରାତ୍ମକ ରୂପ ନେଉଛି ହେପାଟାଇଟିସ

ବିଶ୍ବରେ ମାରାତ୍ମକ ରୂପ ନେଉଛି ହେପାଟାଇଟିସ। ବିଶ୍ବରେ ପ୍ରତିବର୍ଷ ପ୍ରାୟ ୧୩ ଲକ୍ଷ ଲୋକଙ୍କ ଜୀବନ ନେଉଛି ହେପାଟାଇଟିସ। ଯକ୍ଷ୍ମାରେ ପ୍ରତିବର୍ଷ ଯେତିକି ଜୀବନ ଯାଉଛି ହେପାଟାଇଟିସରେ ବି ସେତିକି ଜୀବନ ଯାଉଛି ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ।

୧୮୭ଟି ରାଷ୍ଟ୍ରକୁ ନେଇ ପ୍ରସ୍ତୁତ ୨୦୨୪ ଗ୍ଲୋବାଲ ହେପାଟାଇଟିସ ରିପୋର୍ଟରେ କୁହାଯାଇଛି ଯେ, ଭାଇରାଲ ହେପାଟାଇଟିସ ୨୦୧୯ରେ ବିଶ୍ବରେ ପ୍ରାୟ ୧୧ ଲକ୍ଷ ଲୋକ ପ୍ରାଣ ହରାଇଥିଲେ।

Related Articles

Back to top button