ଅନ୍ତର୍ଜାତୀୟ
ଆମେରିକାର ମହାକାଶ ସଂସ୍ଥାର ବୈଜ୍ଞାନିକମାନେ ଏକ ଖୁଲାସା କରିଛନ୍ତି
ଆମେରିକାର ମହାକାଶ ସଂସ୍ଥାର ବୈଜ୍ଞାନିକମାନେ ଏକ ଖୁଲାସା କରିଛନ୍ତି । ବୈଜ୍ଞାନିକମାନେ ଚନ୍ଦ୍ରରେ ଏକ ରହସ୍ୟମୟୀ ଯାନକୁ ଦେଖିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଉକ୍ତ ବସ୍ତୁକୁ କ୍ୟାମେରାରେ ରେକର୍ଡ କରାଯାଇଛି ।
ଉକ୍ତ ଯାନଟି ଚନ୍ଦ୍ରରେ କ’ଣ ପାଇଁ ଉଡ଼ୁଥିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନାସାର ଲୁନାର ରେକନାଇସାନ୍ସ ଅର୍ବିଟର ଚନ୍ଦ୍ରରେ ଏହି ଫଟୋ ଉତ୍ତୋଳନ କରିଥିଲା ।