ଜାତୀୟ
ଦିନକୁ ଦିନ ଭାରତ ଅର୍ଥନୀତି କ୍ଷେତ୍ରରେ ଆଗକୁ ବଢ଼ିବାରେ ଲାଗିଛି
![](https://i0.wp.com/odia.mobilenews24x7.com/wp-content/uploads/2024/04/images-5-6.jpeg?resize=310%2C163&ssl=1)
ଦିନକୁ ଦିନ ଭାରତ ଅର୍ଥନୀତି କ୍ଷେତ୍ରରେ ଆଗକୁ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ଅନେକ ସମୟରେ ବିଭିନ୍ନ ବିଶ୍ୱସ୍ତରୀୟ ସଂସ୍ଥାମାନେ ଭାରତର ଅଭିବୃଦ୍ଧିକୁ ନେଇ ଆକଳନ କରିଥାନ୍ତି ।
ତେବେ ଏହା ମଧ୍ୟରେ ଭାରତର ଅର୍ଥନୀତିକୁ ନେଇ ଅର୍ନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପକ୍ଷରୁ ପୂର୍ବାନୁମାନ କରାଯାଇଛି । ୨୦୨୪ରେ ଭାରତର ଅର୍ଥନୀତି ୬.୫ ନୁହେଁ, ୬.୮ ପ୍ରତିଶତ ହାରରେ ଅଭିବୃଦ୍ଧି ଘଟିବ ବୋଲି ଆଇଏମଏଫ ପକ୍ଷରୁ ଅନୁମାନ କରାଯାଇଛି ।