ଜାତୀୟରାଜନୀତି

ଲାଲୁ ପ୍ରସାଦ ଯାଦବ ତାଙ୍କ ଦୁଇ ଝିଅ ମିସା ଭାରତୀ ଓ ରୋହିଣୀ ଆଚାର୍ଯ୍ୟଙ୍କୁ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଟିକେଟ୍‌ ଦେବାକୁ ନିଷ୍ପତ୍ତି ନେଇଛନ୍ତି

ଦୀର୍ଘ ଦିନ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ତାଙ୍କ ଦୁଇ ଝିଅ ମିସା ଭାରତୀ ଓ ରୋହିଣୀ ଆଚାର୍ଯ୍ୟଙ୍କୁ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଟିକେଟ୍‌ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଉଭୟ ମିସା ଓ ରୋହିଣୀ ଏବେ ଡାକ୍ତର ଅଛନ୍ତି। ଆରଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଲାଲୁ ଓ ତାଙ୍କ ପତ୍ନୀ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀ ଶେଷରେ ନିଜ ଝିଅଙ୍କ ସପକ୍ଷରେ ନିଷ୍ପତ୍ତି ନେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com