ମନୋରଞ୍ଜନ

ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନ୍‌।

ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନ୍‌। ନିକଟରେ ସେ ଏକ ରାଜନୈତିକ ଦଳ ପାଇଁ ପ୍ରଚାର କରୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଆଗମୀ ନିର୍ବାଚନ ପାଇଁ ସେ ଏହି ବିଜ୍ଞାପନ କରିଥିବା କୁହାଯାଉଥିଲା।

କିନ୍ତୁ ଏବେ ଏହି ଭିଡିଓକୁ ନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି ଆମୀର ଖାନ୍‌। ଏହି ଭିଡିଓ ଫେକ୍‌ ହୋଇଥିବା ନେଇ ସେ ସ୍ପଷ୍ଟ କରିଛନ୍ତି। ଏଥିସହ କୌଣସି ରାଜନୈତିକ ଦଳ ସହ ତାଙ୍କର ସମ୍ପର୍କ ନଥିବା କହିଛନ୍ତି ଅଭିନେତାଙ୍କ ଅଫିସିଆଲ୍‌ ଟିମ୍‌।

Related Articles

Back to top button