ମନୋରଞ୍ଜନ

ବଲିଉଡ ଖିଲାଡି ଅକ୍ଷୟ କୁମାର ତାଙ୍କ ଆକ୍ସନ୍ ଥ୍ରୀଲର ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ ପରେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି

ବଲିଉଡ ଖିଲାଡି ଅକ୍ଷୟ କୁମାର ତାଙ୍କ ଆକ୍ସନ୍ ଥ୍ରୀଲର ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ ପରେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏବେ ଏହା ନିଶ୍ଚିତ ହୋଇଯାଇଛି ଯେ ସେ ବିଷ୍ଣୁ ମଞ୍ଚୁଙ୍କ ଫିଲ୍ମ ‘କନ୍ନପ୍ପା’ରେ ନଜର ଆସିବେ।

ଏହା ଏକ ପୌରାଣିକ ଆଧାରିତ ଚଳଚ୍ଚିତ୍ର ହେବ, ଯେଉଁଥିରେ ପ୍ରଭାସ, ମୋହନଲାଲଙ୍କ ଭଳି ଦକ୍ଷିଣ ସିନେମାର ତାରକାମାନେ ମଧ୍ୟ ନଜର ଆସିବେ। ବିଷ୍ଣୁ ମଞ୍ଚ ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି।

Related Articles

Back to top button