ଓଡ଼ିଶା
ପୁଲିସ ଅଧିକାରୀଙ୍କୁ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଦୁର୍ବ୍ୟବହାର ଅଭିଯୋଗ ମାମଲାରେ ଜେଏମ୍ଏଫ୍ସି କୋର୍ଟରେ ସଂପୃକ୍ତ ପୁଲିସ ଅଧିକାରୀଙ୍କୁ ଜେରା କରାଯାଇଛି
![](https://i0.wp.com/odia.mobilenews24x7.com/wp-content/uploads/2024/04/Trouble-mounts-for-Odisha-MP-Bhartruhari-Mahtab-as-charges-framed-in-cop-assault-case.jpg?resize=780%2C470&ssl=1)
ପୁଲିସ ଅଧିକାରୀଙ୍କୁ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଦୁର୍ବ୍ୟବହାର ଅଭିଯୋଗ ମାମଲାରେ ଜେଏମ୍ଏଫ୍ସି କୋର୍ଟରେ ସଂପୃକ୍ତ ପୁଲିସ ଅଧିକାରୀଙ୍କୁ ଜେରା କରାଯାଇଛି।
ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି। ୨୦୧୧ ଜାନୁଆରି ୨୩ରେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଆୟୋଜିତ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମ ସମୟରେ ଏହି ଘଟଣା ଘଟିଥିଲା।