ଅନ୍ତର୍ଜାତୀୟ

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ ଏସୀୟ ଦେଶ ଉପରେ ପଡ଼ୁଥିବା ବିଶ୍ୱ ପାଣିପାଗ ସଂଗଠନ ସ୍ପଷ୍ଟ କରିଛି।

ଗତବର୍ଷ ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରଭାବିତ ମହାଦେଶ ହୋଇଥିବା ଡବ୍ଲ୍ୟୁଏମ୍‌ଓର ‘ଷ୍ଟେଟ ଅଫ୍‌ ଦି କ୍ଲାଇମେଟ୍‌ ଇନ୍‌ ଏସିଆ-୨୦୨୩’ ରିପୋର୍ଟରେ ପ୍ରକାଶ ପାଇଛି। ବନ୍ୟା, ବାତ୍ୟା, ଭୂକମ୍ପ, ମରୁଡ଼ି ଆଦି କାରଣରୁ ଗତ କିଛି ବର୍ଷ ଧରି ଏସିଆ ମହାଦେଶ ବହୁଳ ଭାବେ କ୍ଷତିଗ୍ରସ୍ତ ହେବା

Related Articles

Back to top button