ମନୋରଞ୍ଜନ
ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା

ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ ନିଜର ବ୍ୟକ୍ତିଗତ ଜୀବନକୁ ଲାଇମ୍ଲାଇଟ୍ରୁ ଦୂରେଇ ରଖୁଥିବାରୁ କିଏ ସେହି ଯୁବକ ତାହା ସ୍ପଷ୍ଟ ହୋଇପାରୁ ନ ଥିଲା।
ହେଲେ ଏବେ ଅଭିନେତ୍ରୀଙ୍କ ପୂର୍ବତନ ସ୍ବାମୀ ରଣବୀର ଶୋରେ ସବୁକିଛି ସ୍ପଷ୍ଟ କରିଛନ୍ତି। ସମ୍ପୂର୍ଣ୍ଣ ଘଟଣାକ୍ରମ କିଛି ଏଭଳି। ରଣବୀରଙ୍କୁ ଜଣେ ଟ୍ରୋଲର ଟ୍ରୋଲ କରିବାକୁ ଟୁଇଟ୍ କରିଥିଲେ।