ଅନ୍ତର୍ଜାତୀୟ

ଆମେରିକାର ଉତ୍ତର କାରୋଲିନାରେ ଗୁଳି ବିନିମୟରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି

ଆମେରିକାର ଉତ୍ତର କାରୋଲିନାରେ ଗୁଳି ବିନିମୟରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି ମୃତ୍ୟୁକୁ ପୋଲିସ ସର୍ବସାଧାରଣରେ ନିଶ୍ଚିତ କରି ନାହିଁ।

ଗାଲୱେ ଡ୍ରାଇଭରେ ଥିବା ଏକ ବାସଭବନରେ ଏହି ଘଟଣା ଘଟିଛି। ଅଧିକାରୀଙ୍କ କହିବାନୁସାରେ, ଉତ୍ତର କାରୋଲିନାର ଚାର୍ଲୋଟରେ ଅନେକ ଅଧିକାରୀଙ୍କୁ ଗୁଳି କରାଯାଇଥିଲା। ଏହି ଘଟଣା ପରେ ଚାର୍ଲୋଟ-ମେକଲେନବର୍ଗ ପୋଲିସ ସ୍ଥାନୀୟ ଲୋକଙ୍କୁ ଆଶ୍ୱାସନା ଦେଇଛି ଯେ ।

Related Articles

Back to top button