ଜାତୀୟସ୍ୱାସ୍ଥ୍ୟ

ନୁଡୁଲ୍ସ ଖାଇବା ପରେ ଚାଲିଗଲା ଜୀବନ

ନୁଡୁଲ୍ସ ଖାଇବା ପରେ ଚାଲିଗଲା ଜୀବନ। ଉତ୍ତରପ୍ରଦେଶର ପିଲିଭିତରେ ଘଟିଛି ଏଭଳି ଘଟଣା। ଗୋଟାଏ ପରିବାରର ୬ଜଣ ଲୋକ ନୁଡୁଲ୍ସ ଖାଇବା ପରେ ଅସୁସ୍ଥ ହୋଇପଡିଥିବା ବେଳେ ଡାକ୍ତରଖାନାରେ ଚିକିତ୍ସା ସମୟରେ ଜଣେ ୧୨ବର୍ଷର ଶିଶୁର ମୃତ୍ୟୁ ଘଟିଛି।

କୁହାଯାଉଛି ଯେ ଫୁଡ୍ ପଏଜନିଂ କାରଣରୁ ପରିବାର ସଦସ୍ୟ ଅସୁସ୍ଥ ହୋଇପଡିଥିଲେ। ତେବେ ଖାଦ୍ୟ ବିଭାଗର ଅଧିକାରୀମାନେ ଏହି ଦାବିକୁ ଅସ୍ୱୀକାର କରିଛନ୍ତି।

Related Articles

Back to top button