ଜାତୀୟ
ବିଜନେସ ଲାଇନର ଏକ ରିପୋର୍ଟ ଅନୁଯାୟୀ, ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଡାଇଗ୍ନୋଷ୍ଟିକ ସେଗନେଣ୍ଟରେ ନିଜର ଉପସ୍ଥିତି ବଢାଇବା ପାଇଁ ୧୦୦୦ରୁ ୩୦୦୦ କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରୁଛି
ବିଜନେସ ଲାଇନର ଏକ ରିପୋର୍ଟ ଅନୁଯାୟୀ, ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଡାଇଗ୍ନୋଷ୍ଟିକ ସେଗନେଣ୍ଟରେ ନିଜର ଉପସ୍ଥିତି ବଢାଇବା ପାଇଁ ୧୦୦୦ରୁ ୩୦୦୦ କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରୁଛି ।
ଏହି ମୂଲ୍ୟ କୌଣସି ଡାଇଗ୍ନୋଷ୍ଟିକ ସର୍ଭିସ ପ୍ରୋଭାଇଡର କମ୍ପାନୀରେ ଅଂଶଧନ କିଣିବା ଉପରେ ଖର୍ଚ୍ଚ କରାଯାଇପାରିବ। ରିଲାଏନ୍ସ ରିଟେଲ ଭେଞ୍ଚର୍ସର ଯୋଜନା ଟାର୍ଗେଟ କମ୍ପାନୀରେ ଅଧିକାଂଶ ଅଂଶଧନ କିଣିବାକୁ ଯୋଜନା କରିଛି ।