ଅନ୍ତର୍ଜାତୀୟ

ଗାଜା ଯୁଦ୍ଧରେ ବଳି ପଡୁଛନ୍ତି ଭାରତୀୟ

ଗାଜା ଯୁଦ୍ଧରେ ବଳି ପଡୁଛନ୍ତି ଭାରତୀୟ । ପୁଣି ଜାତିସଂଘ ପାଇଁ କାମ କରୁଥିବା ଜଣେ ଭାରତୀୟଙ୍କର ମୃତ୍ୟୁ ଘଟିଛି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗାଜାର ରଫାରେ ମିଳିତ ଜାତିସଂଘର ଏକ ଗାଡିକୁ ନିଶାନା କରି ଆକ୍ରମଣ ହୋଇଥିଲା ।

ଯେଉଁଥିରେ ଜାତିସଂଘର ସୁରକ୍ଷା ବିଭାଗ ର ଜଣେ ଭାରତୀୟ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । ଘଟଣାରେ ଏଯାଏଁ ମୃତ ଭାରତୀୟ ଜଣଙ୍କ ପରିଚୟ ମିଳିପାରି ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com