ଓଡ଼ିଶା

ହସ୍ପିଟାଲରୁ ବାହାରି ପୋଲିସ ଡିଜିଙ୍କ ଉପରେ ବର୍ଷିଲେ ବିଜେପିର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ

ହସ୍ପିଟାଲରୁ ବାହାରି ପୋଲିସ ଡିଜିଙ୍କ ଉପରେ ବର୍ଷିଲେ ବିଜେପିର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ନିର୍ବାଚନ ବେଳେ ସେ ବ୍ରହ୍ମପୁର ଗୋଷାଣିନୂଆଗାଁର ବୁଥକୁ ଯାଇଥିଲେ ।

ଏହି ସମୟରେ ସେ ଆକ୍ରମଣର ଶିକାର ହୋଇଥିଲେ । ପୁଲିସ ଉପସ୍ଥିତିରେ ସେ ଆକ୍ରମଣର ଶିକାର ହେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହା ପୁଲିସର ହିଁ ଏକ ବିଫଳତା ବୋଲି କହିଛନ୍ତି । ଏହି ଘଟଣା ପରେ ପୋଲିସ ଡିଜି କହିଥିଲେ, ନିର୍ବାଚନୀ ହିଂସାକୁ ଗ୍ରହଣ କରାଯିବନି ।

Related Articles

Back to top button
WP Twitter Auto Publish Powered By : XYZScripts.com